ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ବିଭିନ୍ନ ଅବ୍ୟବସ୍ଥା ଘଟଣା। ପୋଲିସ ପ୍ରଶାସନ ପକ୍ଷରୁ କରାଗଲା ଅତିରିକ୍ତ ବ୍ୟାରିକେଡ୍ ଓ ପୋଲିସ ଫୋର୍ସ ବ୍ୟବସ୍ଥା।